The Ultimate Managed Hosting Platform
ADVERTISEMENT

ଖୁସି ଖବର ; ଭାରତରୁ ଚୀନକୁ ସିଧାସଳଖ ଉଡିବ ବିମାନ, ଖୁବଶୀଘ୍ର କୈଳାସ ମାନସରୋବର ଯାତ୍ରା

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଥରେ ଆରମ୍ଭ ହେବାକୁ ଯାଉଛି କୈଳାସ ମାନସରୋବର ଯାତ୍ରା । ଗତକାଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ହସ୍ତଗତ ହୋଇଛି ।ଭାରତ ଏବଂ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ପାଇଁ ପ୍ରୟାସ ଚାଲିଥିବା ବେଳେ ଦୁଇ ରାଷ୍ଟ୍ର ମଧ୍ୟରେ ୨୦୨୦ ମସିହାରୁ ବନ୍ଦ ରହିଥିବା ସିଧାସଳଖ ବିମାନ ଚଳାଚଳ ଏବେ ପୁଣି ଥରେ ଆରମ୍ଭ ହେବ । ତା ମାନେ ଭାରତ ଚୀନ୍ ମଧ୍ୟରେ ଏବେ ସିଧାସଳଖ ଉଡ଼ିବ ବିମାନ । ଭାରତ ଏବଂ ଚୀନ୍ ମଧ୍ୟରେ ବୈଦେଶିକ ସଚିବ-ଉପବୈଦେଶିକ ମନ୍ତ୍ରୀ ବୈଠକ ପାଇଁ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଜାନୁଆରୀ ୨୬ ଓ୨୭ରେ ବେଜିଂ ଗସ୍ତ କରିଥିଲେ । ଏହି ସମୟ ମଧ୍ୟରେ ଉଭୟ ଦଳ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login