The Ultimate Managed Hosting Platform
ADVERTISEMENT

ଖୁବ ଶୀଘ୍ର ପୁରୀ-ଅଯୋଧ୍ୟା ଟ୍ରେନ

Facebook
Twitter
LinkedIn

ପୁରୀ : ରେଳ ମନ୍ତ୍ରୀଙ୍କ ଘୋଷଣା । ପୁରୀରୁ ଅଯୋଧ୍ୟାକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ । ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ ଶୁଭାରମ୍ଭ । ପୁରୀ ମିଟିଂ ରେ ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପୁରୀ-କୋଣାର୍କ ରେଳ ପ୍ରକଳ୍ପ ଆରମ୍ଭ ହେବ କହିଲେ ରେଳମନ୍ତ୍ରୀ । ଖୁବଶୀଘ୍ର ରେଳ ଲାଇନକୁ ଆପ୍ରୁଭାଲ ମିଳିବ କହିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login