The Ultimate Managed Hosting Platform
ADVERTISEMENT

ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା : ସ୍ୱାସ୍ଥ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ଏନେଇ ନିର୍ଦ୍ଦିଷ୍ଟ ତାରିଖ ଧାର୍ୟ୍ୟ ହୋଇନଥିଲେ ବି ଖୁବଶୀଘ୍ର ଲାଗୁ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଇଟି ଇଣ୍ଟିଗ୍ରେସନରେ ସମୟ ଲାଗୁଛି । ପୂର୍ବରୁ ଅନୁବନ୍ଧିତ ହସ୍ପିଟାଲ ଗୁଡିକରେ ଯେଉଁ ସଫ୍ଟୱେୟାର ଥିଲା ସେଗୁଡିକୁ ଆଇଟି ଇଣ୍ଟିଗ୍ରେସନ ଜରିଆରେ ନୂଆ ସଫ୍ଟୱେୟାରେ ଲୋଡ୍ କରାଯାଉଛି । ଏବେ କାର୍ଡ ପ୍ରିଣ୍ଟ ଚାଲିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login