The Ultimate Managed Hosting Platform
ADVERTISEMENT

ଖାଲିପେଟରେ ଖାଆନ୍ତୁ ହେଙ୍ଗୁ, ଦୂର ହେବ ସମସ୍ୟା

Facebook
Twitter
LinkedIn

ବୁ୍ୟରୋ : ଖାଲିପେଟରେ ଖାଆନ୍ତୁ ହେଙ୍ଗୁ । ହେଙ୍ଗୁ ଖାଇବା ଦ୍ୱାରାମ ଆପମ ଅନେକ ରୋଗରୁ ସହଜରେ ମୁକ୍ତି ପାଇପାରିବେ । ଏଥିରେ ଥିବା ଗୁଣ ବଦହଜମୀ, ପେଟ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରେ ବହୁତ୍ ଲାଭ ଦାୟକ ହୋଇଥାଏ । ଖାଲି ପେଟରେ ହେଙ୍ଗୁ ଖାଇବାର ଅନେକ ଲାଭ ମଧ୍ୟ ରହିଛି । ଯଦି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେଉଛନ୍ତି, ତେବେ ଖାଲି ପେଟରେ ହେଙ୍ଗୁ ଖାଇବା ଆପଣଙ୍କ ପାଇଁ ବହୁତ ପ୍ରଭାବଶାଳୀ ପ୍ରମାଣିତ ହେବ । ହେଙ୍ଗୁରେ ଆଣ୍ଟିଅବ୍ୟାକ୍ଟେରିଆଲ, ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ମିଳିଥାଏ । ପେଟ ସମ୍ବନ୍ଧୀୟ ଯନ୍ତ୍ରଣା ଦୂର କରିବା ପାଇଁ ହେଙ୍ଗୁର ସେବନ ଲାଭଦାୟକ ବୋଲି ବିବେଚନା କରାଯାଏ ।
ଏପରି ବହୁତ ଲୋକ ଅଛନ୍ତି ଯାହାର କି ସବୁ ଅଧିକାଂଶ ସମୟରେ ମୁଣ୍ଡବିନ୍ଧା ହୋଇଥାଏ । ଏହି ମୁଣ୍ଡବିନ୍ଧା ସମସ୍ୟା ପାଇଁ ବହୁତ କଷ୍ଟ ମଧ୍ୟ ହୋଇଥାଏ । ଯଦି ଆପଣଙ୍କର ସବୁ ସମୟରେ ମୁଣ୍ଡ ବିନ୍ଧୁଛି ଏବଂ ଛାଡୁନାହିଁ, ତେବେ ଖାଲିପେଟରେ ହେଙ୍ଗୁ ଖାଆନ୍ତୁ । ହେଙ୍ଗୁରେ ଥିବା ଆଣ୍ଟି-ଇନଫ୍ଲାମେଟରୀ ଗୁଣ ମୁଣ୍ଡବିନ୍ଧା ସମସ୍ୟାକୁ ଖୁବ୍ ଶୀଘ୍ର ଦୂର କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ହେଙ୍ଗୁ ସେବନ କରନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login