The Ultimate Managed Hosting Platform
ADVERTISEMENT

ଖାଲିପେଟରେ ଖାଆନ୍ତୁ କିସମିସ ; କମ୍ କରିଥାଏ କ୍ୟାନ୍ସର ଓ କିଡନୀ ସମ୍ବନ୍ଧୀୟ ରୋଗ

Facebook
Twitter
LinkedIn

ବ୍ୟୁରୋ : କିସମିସ ଖାଇବାର ଅନେକ ଫାଇଦା ରହିଛି । ଆୟୁର୍ବେଦ ଅନୁସାରେ ସକାଳୁ ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା କ୍ୟାନ୍ସର ଓ କିଡନୀ ଭଳି ମାରାତ୍ମକ ରୋଗର କମ କରିଥାଏ । ଶରୀରର ଦୁର୍ବଳତାକୁ କମ୍ କରି ଶକ୍ତିର ସ୍ତରକୁ ବଢ଼ାଇବାରେ ମଧ୍ୟ ବହୁତ ଫାଇଦାପୁର୍ଣ୍ଣ ହୋଇଥାଏ। କିସମିସକୁ ଖାଇବା ଦ୍ବାରା ସ୍ବାସ୍ଥ୍ୟରେ ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟି ବାୟୋଟିକ ତତ୍ତ୍ବ ଦ୍ବାରା ଜ୍ବର ଶୀଘ୍ର କମି ଯାଇଥାଏ। ଏହାକୁ ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ଏବଂ ଶକ୍ତିର ସ୍ତର ବଢ଼ିଥାଏ।

ଗୋଟେ ମୁଠା କିସମିସକୁ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଏହି ପାଣିକୁ ପିଇବା ଏବଂ କିସମିସକୁ ଚୋବାଇ ଖାଇବା ଦ୍ବାରା କବ୍ଜ ଦୂର ହୋଇଥାଏ। କିସମିସରେ ଆଇରନ ଅଧିକ ମାତ୍ରାରେ ଥାଏ। ତେଣୁ ଏହାକୁ ଖାଇବା ଦ୍ବାରା ରକ୍ତ ହୀନତାର ସମସ୍ୟା ଦୂର ହୋଇଥାଏ। କିସମିସକୁ ଖାଇବା ଦ୍ବାରା ଏହା ଶରୀରର ଟକ୍ସିନକୁ ବାହାର କରିଥାଏ ଏବଂ କିଡନୀକୁ ସୁସ୍ଥ ରଖିଥାଏ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login