The Ultimate Managed Hosting Platform
ADVERTISEMENT

ଖଲ୍ଲିକୋଟ କୈଠଡା ଗାଁରେ ବାଣ ବିସ୍ଫୋରଣ , ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ଖଲ୍ଲିକୋଟ : ବାଣ ବିସ୍ଫୋରଣରେ ଜଣେ ମୃତ । ବାଣ ଭିଡ଼ୁଥିବା ବେଳେ ଘଟିଛି ଅଘଟଣ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡା ଗାଁରେ ଘଟିଛି ଅଘଟଣ । ବେଆଇନ ଭାବେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହେବାରୁ ପିଣ୍ଟୁ ପଲେଇଙ୍କ ମୃତ୍ୟୁ ଘଟିଛି । ବିସ୍ପୋରଣରେ ପିଣ୍ଟୁଙ୍କ ଗୋଟିଏ ଗୋଡ଼ ଓ ଗୋଟିଏ ହାତ ପୋଡ଼ି ଯାଇଥିଲା । ଗୁରୁତର ଭାବେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପହଞ୍ଚି ଖଲ୍ଲିକୋଟ ଥାନା ପୋଲିସ ତଦନ୍ତ ଆରମ୍ଭ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login