ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ଆନେ୍ଦାଳନ । ସଠିକ ସମୟରେ ଦରମା ମିଳି ନ ଥିବା ଅଭିଯୋଗରେ ଆନେ୍ଦାଳନ । ସକାଳୁ ହସ୍ପିଟାଲ ପରିସର ସଫେଇ ହୋଇ ନ ଥିବାରୁ ସମସ୍ୟା । ଦରମା ବିଳମ୍ବ , ରୋଗୀଙ୍କ ସମ୍ପର୍କୀୟ ମାଡ ମାରୁଥିବା ସୁରକ୍ଷା କର୍ମଚାରୀ କହୁଛନ୍ତି ।
Views: 69











