The Ultimate Managed Hosting Platform
ADVERTISEMENT

କ୍ଷମା ମାଗନ୍ତୁ ମନ୍ତ୍ରୀ : ନରସିଂହ

Facebook
Twitter
LinkedIn

ଭୁବନେଶ୍ୱର : ମୁଖ୍ୟ ସଚିବଙ୍କୁ ବୟନ ଶିଳ୍ପ ମନ୍ତ୍ରୀ ଭେଟିବା ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା । କହିଲେ କର୍ମଚାରୀ ପାଖକୁ ସରକାର ଯିବ କି ? ରାଜ୍ୟରେ ଚାଲିଛି ଅମଲାତନ୍ତ୍ର ଶାସନ । ଗଣତନ୍ତ୍ରକୁ ଖୁଲମ ଖୁଲ୍ଲା ଉଲଂଘନ କରାଯାଉଛି । ମନ୍ତ୍ରୀ ଯାଇ ଭେଟୁଛନ୍ତି ମୁଖ୍ୟ ଶାସନ ସଚିବଙ୍କୁ । ଆଗକୁ ଏପରି ହେବନି ବୋଲି କ୍ଷମା ମାଗନ୍ତୁ ମନ୍ତ୍ରୀ ।
ସେପଟେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ । ବିରୋଧୀ ଓ ଶାସକ ଦଳ ମୁହାଁ ମୁହିଁ । ହଙ୍ଗାମା ଓ ହୋହଲ୍ଲା ଯୋଗୁଁ ୪ଟା ଯାଏଁ ଗୃହ ମୁଲତବୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login