The Ultimate Managed Hosting Platform
ADVERTISEMENT

କ୍ରିକେଟ ଖେଳରୁ ହତ୍ୟା : ୪ ଗିରଫ

Facebook
Twitter
LinkedIn

କଟକ : ଚୈାଦ୍ୱାରରେ କ୍ରିକେଟ ଖେଳ ବିବାଦରୁ ହତ୍ୟା ଘଟଣା । ୪ ଜଣଙ୍କୁ ଗିରଫ କଲା ଚୈାଦ୍ୱାର ଥାନା ପୁଲିସ । ଗିରଫ ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । କାଲି ମହିଷାଲଣ୍ଡା ଗାଁରେ କ୍ରିକେଟ ଖେଳରୁ ହତ୍ୟାକାଣ୍ଡ ଘଟିଛି । ଅମ୍ପାୟାରଙ୍କ ଭୁଲ୍ ନିଷ୍ପତ୍ତି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ମାରିଥିଲେ ।

କ୍ରିକେଟ ଖେଳରୁ ମହାଭାରତ , ଭୁଲ ନିଷ୍ପତ୍ତି ପାଇଁ ଅମ୍ପାୟାରଙ୍କୁ ହତ୍ୟା !
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login