ମୁମ୍ବାଇ : ବିଶ୍ୱକପ୍ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ । ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣି ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି କିଙ୍ଗ୍ କୋହଲି । ଏଥିସହିତ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ୨୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଯାହାକି ଏକ ରେକର୍ଡ ।୨୮.୧ ଓଭରରେ ୨୦୦ ରନ୍ ଟପିଲା ଭାରତ । ମାତ୍ର ଗୋଟିଏ ୱିକେଟ ହରାଇ ୨୦୦ ପାର ।
Views: 96