The Ultimate Managed Hosting Platform
ADVERTISEMENT

କୋହଲା ପାଗରେ ବେହାଲ ଓଡିଶା

Facebook
Twitter
LinkedIn

ଭୁବନେଶ୍ୱର : ଅଦିନିଆ ବର୍ଷା ଓ କୋହଲା ପାଗରେ ବେହାଲ ଓଡିଶା ।  ଉତ୍ତର-ପଶ୍ଚିମା  ପବନରେ ଅସ୍ତବ୍ୟସ୍ତ ସାରା ଓଡିଶା ।  କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷାରେ ସମସ୍ତେ ଅସ୍ତବ୍ୟସ୍ତ ।  ଗତ ୪ରୁ ୫ ଦିନ ହେବ ରାଜ୍ୟରେ ଏଭଳି ସ୍ଥ୍ିତି ଲାଗି ରହିବ ରହିଛି ।  କୋହଲା ପାଗ ସାଙ୍ଗକୁ କାଲୁଆ ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ।  ପଶ୍ଚିମ ଓଡିଶାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଉପକୂଳ ଓଡିଶାରେ କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login