The Ultimate Managed Hosting Platform
ADVERTISEMENT

କୋରାପୁଟ ମେଡିକାଲ କଲେଜରେ ନିଆଁ

Facebook
Twitter
LinkedIn

କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ମାତୃ ଓ ଶିଶୁ ବିଭାଗ ଏସଏନସିୟୁରେ ଲାଗିଲା ନିଆଁ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନେ୍ଦହ । ନିଆଁ ଲିଭା କାର୍ଯ୍ୟ ଜାରି । ନିଆଁ ଲାଗିଥିବାରୁ ଏସଏନସିୟୁ ନବଜାତ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗ ଓ ହସ୍ପିଟାଲ କର୍ତ୍ତୁପକ୍ଷ ଉପସ୍ଥିତ ରହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login