ଭବାନୀପାଟଣା : ଭବାନୀପାଟଣାର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ । ଆୟଠାରୁ ୩୧୩ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଦର୍ଶାଇ ଗିରଫ । ୧ କୋଟି ୧୦ ଲକ୍ଷ ଟଙ୍କା ମୂଲ୍ୟର ତିନିମହଲା କୋଠା ଠାବ । ୧ କୋଟି ୫୪ ଲକ୍ଷ ଟହ୍କାର ୨ଟି ପ୍ଲଟ , ନଗଦ ୨.୬୫ କୋଟି ମିଳିଥିଲା ।
Views: 73