ବୈାଦ୍ଧ : କୋଟିପତି ବୈାଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଗିରଫ କଲା ଭିଜିଲାନ୍ସ । ବୈାଦ୍ଧ ଏମଭିଆଇଙ୍କର ଅଛି ୪୪ ପ୍ଲଟ, ୧ କିଲୋ ସୁନା , ୨ କିଲୋ ରୁପା । ଏଥିସହ ବେନାମୀ ଟଙ୍କା କାରବାର ସମ୍ପର୍କରେ ତଥ୍ୟ ଥିବା ଏକ ଡାଏରୀ ଜବତ ହୋଇଛି । ବାବୁଙ୍କ ଗୋଟିଏ କାର୍ ଓ ୩ଟି ବାଇକ ରହିଛି । ଝିଅର ମେଡିକାଲ ପାଠପଢ଼ାରେ ଗୋଲାପ ବାବୁ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ ଟଙ୍କା । ୧୯୯୧ ମସିହାରେ ଗୋଲାପ ହାଁସଦା ଆଇପିଓ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୩ରେ ତାଙ୍କୁ ଜୁନିଅର ଏମଭିଆଇ ପଦକୁ ପଦୋନ୍ନତି କରାଯାଇଥିଲା। ୨୦୨୦ରେ ଏମଭିଆଇ ଭାବେ ସେ ପ୍ରମୋସନ ହୋଇଥିଲେ। ବର୍ତମାନ ଗୋଲାପଙ୍କ ମାସିକ ଦରମା ହେଉଛି ଏକ ଲକ୍ଷ ୮ ହଜାର ଟଙ୍କା ।
Views: 15