The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କେନ୍ଦ୍ରାପଡ଼ା ପୌର ପରିଷଦ : ୧୧ଟି ଓ୍ୱାର୍ଡରେ ବିଜେଡି ବିଜୟୀ, ୫ଟିରେ କଂଗ୍ରେସ

Facebook
Twitter
LinkedIn

କେନ୍ଦ୍ରାପଡ଼ା : ବିଜେଡିର ବାଜିମାତ୍ । କେନ୍ଦ୍ରାପଡ଼ା ପୌର ଅଞ୍ଚଳରେ ଉଡିଲା ବିଜେଡି ବାନା । ମୋଟ ୨୧ଟି ଆସନ ମଧ୍ୟରୁ ବିଜେଡି ୧୧ଟି ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରା୍ଥୀ ୫ଟି ଆସନରେ ବିଜୟୀ ହୋଇଛନ୍ତି । ସେହିପରି ସ୍ୱାଧୀନ ୪ଟି ସିଟ୍‌ରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

ତେବେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୱାର୍ଡ ୧ରେ ବିଜେଡି ର ପୁଷ୍ପାଲତା ବେହେରା , ୱାର୍ଡ ୨ରେ ସ୍ୱାଧୀନ ପ୍ରାର୍ଥୀ କାଳି ପ୍ରସାଦ ମିଶ୍ର , ୱାର୍ଡ ୩ରେ କଂଗ୍ରେସ ପ୍ରାର୍ଥୀ ତୁଳସୀ ହେମ୍ରମ , ୱାର୍ଡ ୪ରେ -ସ୍ୱାଧୀନ ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା ସ୍ୱାଇଁ , ୱାର୍ଡ ୫ରେ ବିଜେଡି ପ୍ରାର୍ଥୀ ନିରାକାର ସ୍ୱାଇଁ , ୱାର୍ଡ ୬ରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଜେନା , ୱାର୍ଡ ୭ରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତୀ ପାଣି, ୱାର୍ଡ ୮ରେ ବିଜେଡି ସ୍ମୃତିପ୍ରଜ୍ଞା ଶତପଥୀ , ୱାର୍ଡ ୯ରେ ବିଜେଡି ପ୍ରାର୍ଥୀ ଅଭୟ ବେହେରା , ୱାର୍ଡ ୧୦ରେ ସ୍ୱାଧୀନ ପ୍ରାର୍ଥୀ ରଶ୍ମିତା ସିଂ , ୱାର୍ଡ ୧୧ରେ ବିଜେଡି ପ୍ରାର୍ଥୀ ପୁଷ୍ପାଞ୍ଜଳି ବସ୍ତିଆ , ୱାର୍ଡ ୧୨ରେ କଂଗ୍ରେସ ପ୍ରାର୍ଥୀ ରିହାନା ଖାତୁନ୍, ୱାର୍ଡ ୧୩ରେ ସ୍ୱାଧୀନ ପ୍ରାର୍ଥୀ ଏସ କେ ଆସଲମ, ୱାର୍ଡ ୧୪ରେ ବିଜେଡି ପ୍ରାର୍ଥୀ ଆକବରୀ ଖାତୁନ , ୱାର୍ଡ ୧୫ରେ ବିଜେଡି ପ୍ରାର୍ଥୀ ହବିବା ବେଗମ , ୱାର୍ଡ ୧୬ରେ କଂଗ୍ରେସ ଫରଜାନା ଖାତୁନ, ୱାର୍ଡ ୧୭ରେ ବିଜେଡି ପ୍ରାର୍ଥୀ ଉମେଶ ଚନ୍ଦ୍ର ନାୟକ , ୱାର୍ଡ ୧୮ରେ ବିଜେଡି ପ୍ରାର୍ଥୀ ଚୌଧୁରୀ ସୁକୁମାର ଦାସ, ୱାର୍ଡ ୧୯ରେ କଂଗ୍ରେସ ପ୍ରାର୍ଥୀ ରମେଶ ଦାସ, ୱାର୍ଡ ୨୦ରେ ବିଜେପି ଅସୀମା ନାୟକ, ୱାର୍ଡ ୨୧ରେ ବିଜେଡି ପ୍ରାର୍ଥୀ ପ୍ରଭାଶିଷ ପଣ୍ଡା ରହିଛନ୍ତି । ତେବେ ବିଜେଡି ଆଗରେ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login