The Ultimate Managed Hosting Platform
ADVERTISEMENT

କେନାଲରେ ଦମ୍ପତିଙ୍କ ମୃତଦେହ

Facebook
Twitter
LinkedIn

ଢେଙ୍କାନାଳ : କେନାଲରୁ ନିଖୋଜ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଅବସରପ୍ରାପ୍ତ ପୋଲିସ ହାବିଲଦାର ଓ ପତ୍ନୀଙ୍କ ମୃତଦେହ ଉଦ୍ଧାର । ମୃତ ଦମ୍ପତିଙ୍କ ଘର ସଦର ଥାନା ପଞ୍ଚୁବଟୀ ଗାଁରେ । ଗତକାଲିଠୁ ନିଖୋଜ ଥିଲେ , ମୃତ୍ୟୁର କାରଣ ଅସ୍ପଷ୍ଟ । ତକଙ୍କ ନାଁ ଧୁଶାସନ ସାହୁ (୭୦) ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାଁ ପଦ୍ମାବତୀ ସାହୁ (୬୫) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ଧୁଶାସନ ଓ ତାଙ୍କ ସ୍ତ୍ରୀ ପଦ୍ମାବତୀ ସ୍ଥାନୀୟ କେନାଲକୁ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ପଞ୍ଚୁବଟି କେନାଲରେ ଧୁଶାସନ ସାହୁଙ୍କ ଶରୀର ଭାସୁଥିବା ଦେଖି ଉଦ୍ଧାର କରିଥିଲେ। ପରେ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ଧୁଶାସନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଢେଙ୍କାନାଳ ଦମକଳ ବାହିନୀ ପହଞ୍ଚି ପଞ୍ଚୁବଟି କେନାଲରେ ନିଖୋଜ ପଦ୍ମାବତୀଙ୍କୁ ଖୋଜାଖୋଜି କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login