The Ultimate Managed Hosting Platform
ADVERTISEMENT

କେନାଲକୁ ଖସିଲା ଟ୍ରକ, ୨ ମୃତ

Facebook
Twitter
LinkedIn

ବାରିପଦା : କେନାଲକୁ ଖସିଲା ଟ୍ରକ । ଡ୍ରାଇଭର ଓ ହେଲପର ମୃତ । ଏନଏଚ ୧୮ ବାଙ୍ଗିରିପୋଷି ଥାନା ଜଗନ୍ନାଥ ଥାନା ଖୁଣ୍ଟା ନିକଟରେ ଦୁର୍ଘଟଣା । ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଯାଉଥିବା ବେଳେ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି । ତେବେ ମୃତ ୨ ଜଣ ଶ୍ରୀକାକୁଲମ ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login