The Ultimate Managed Hosting Platform
ADVERTISEMENT

କେଉଁ ସମୟରେ ଭସାଇବେ ଚନ୍ଦ୍ର ଗ୍ରହଣରେ ଡ଼ଙ୍ଗା ?

Facebook
Twitter
LinkedIn

ଏହି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାର୍ତିକ ପୁର୍ଣିମାରେ ପଡୁଛି | ଜ୍ୟୋତିବ୍ରିତ ମାନେ ଏହାକୁ ରହୁଗ୍ରସ୍ତା ଚନ୍ଦ୍ର ଗ୍ରହଣ ବୋଲି କହୁଛନ୍ତି | ତେବେ ଏହି ଦିନ ଡଙ୍ଗା ଭସାଇବା ପାଇଁ ରାତି ୨ଟାରୁ ଭୋର ୫ଟା ୩୮ ମିନିଟ୍ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଅପରାହ୍ନ ୨ଟା ୩୮ ମିନିଟ୍‌ରେ ଗ୍ରହଣ ସ୍ପର୍ଶ ହେବ। ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇ ୬ଟା ୧୮ ମିନଟରେ ଗ୍ରହଣ ସର୍ବମୋକ୍ଷ ହେବ। ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକେଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଚନ୍ଦ୍ର ଗ୍ରହଣ ଦିନ ସକାଳ ୮ଟା ୨୯ରୁ ସନ୍ଧ୍ୟା ୬ଟା ୧୯ ପର୍ଯ୍ୟନ୍ତ ପାକତ୍ୟାଗ ରହିବ।ଏହି ଚନ୍ଦ୍ର ଗ୍ରହଣରେ କେତୋଟି ରାଶି ଉପରେ ଖରାପ ପ୍ରଭାବ ପଡ଼ିପାରେ ଜ୍ୟୋତିର୍ବିଦମାନେ କହିଛନ୍ତି। ସେହି ରାଶି ଗୁଡ଼ିକ ହେଲା ମେଷ, ବୃଷ, କନ୍ୟା ଓ ମକର ରାଶି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login