ପଟ୍ଟାମୁଣ୍ଡାଇ : ନାବାଳକକୁ ଟାଣି ନେଇ ମାରିଦେଲା କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରୁ ଟାଣିନେଇ ମାରିଦେଲା କୁମ୍ଭୀର । ନିମପୁର ଗାଁ ନିକଟରେ ଶୈାଚ ପାଇଁ ଯାଇଥିଲା ବେଳେ ଟାଣିନେଲା । ଲୋକଙ୍କ ଦ୍ୱାରା ଖୋଜାଖୋଜି ପରେ କ୍ଷତାକ୍ତ ମୃତଦେହ ଉଦ୍ଧାର । ପ୍ରଶାସନିକ ଅଧିକାରୀ ବିଳମ୍ବ କରିବାକୁ ନେଇ ଲୋକେ କ୍ଷୁବ୍ଧ । ପ୍ରତିବାଦରେ ମୃତଦେହ ରଖି ପଟ୍ଟାମୁଣ୍ଡାଇ –ରାଜନଗର ରାସ୍ତା ଅବରୋଧ ।
Views: 77











