The Ultimate Managed Hosting Platform
ADVERTISEMENT

କିଟ ପ୍ରସଙ୍ଗରେ ବରିଷ୍ଠ ନେତା ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା, ଡିମଡ ୟୁନିଭର୍ସିଟି ଷ୍ଟାଟସ ରଦ୍ଦ ହେଉ

Facebook
Twitter
LinkedIn

ଭୁବନେଶ୍ୱର : କିଟ ପ୍ରସଙ୍ଗରେ ବରିଷ୍ଠ ନେତା ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା । କିଟରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ କହିଲେ ବିଜୟ । ଏହା ସାଧାରଣ ଘଟଣା ନୁହେଁ , ଓଡିଶା ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି । ନେପାଳୀ ଛାତ୍ରଙ୍କୁ ହୀନ ଦୃଷ୍ଟିରେ ଦେଖା ଯାଇଛି, ରେସିଜିମ ଚାଲିଛି । ପୂର୍ବ ସରକାରଙ୍କ ସମୟରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା । ବର୍ତ୍ତମାନର ସରକାର କଠୋର ଆକ୍ସନ ନେବା ଦରକାର । ଯାହା ଫଳରେ ।ଗାମୀ ଦିନରେ ଏହାର ପୁନରାବୃତ୍ତି ହେବନି । ସରକାର ସଂପୃକ୍ତ ୟୁନିଭର୍ସିଟିକୁ ସୋ କଜ ନୋଟିସ କରିବା ଉଚିତ । ଓଡିଶା ସରକାରଙ୍କ ସହ କେନ୍ଦ୍ର ଓ ୟୁଜିସି ବି ନାଟେିସ କରିବା ଉଚିତ । ତାଙ୍କର ଡିମଡ୍ ୟୁନିଭରସିଟି ଷ୍ଟାଟସ ରହିବ କି ନାହିଁ ନୋଟିସ କରିବା ଉଚିତ । ରାଜ୍ୟପାଳଙ୍କ ଅଫିସରେ ଉଚ୍ଚସ୍ତରୀୟ କମିଟି ହେବା ଦରକାର । ଭବିଷ୍ୟତରେ ଏଭଳି ଘଟଣା ହେଲେ ବିଦେଶ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login