The Ultimate Managed Hosting Platform
ADVERTISEMENT

କିଟ୍ ମନମାନୀ ଗ୍ରହଣୀୟ ନୁହେଁ-ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : କିଟରେ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ନେଇ ବୈଷୟିକ ମନ୍ତ୍ରୀଙ୍କ ଉଦବେଗ । ପିଲାଙ୍କୁ ଦୁର୍ବ୍ୟବହାର ଅତି ନିନ୍ଦନୀୟ । ଟି ମନମାନୀ ଗ୍ରହଣୀୟ ନୁହେଁ । ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ତଦନ୍ତ କରାଯାଉଛି । ସରକାର ଗୁରୁତର ସହ ନେଇଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଜମି କେଳେଙ୍କାରୀ ଅଭିଯୋଗର ତଦନ୍ତ ହେବ , ଦୁର୍ନୀତି ସହ୍ୟ କରାଯିବନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login