The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କାଲି ବିଶ୍ୱ ରେକର୍ଡ କରିବ ‘ମନ୍ କି ବାତ’

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମର ୧୦୦ ତମ ସଂସ୍କରଣ । ୧୦୦ ତମ ସଂସ୍କରଣ ନେଇ ବିଜେପି ସଭାପତି ମନମୋହନଙ୍କ ପ୍ରେସମିଟ୍ । କାଲି ମନ୍ କି ବାତ୍ କାର୍ଯ୍ୟକ୍ରମ ବିଶ୍ୱ ରେକର୍ଡ ସୃଷ୍ଟି କରିବ । ବିଭିନ୍ନ ସମୟରେ ୧୦୦ କୋଟି ଲୋକ ଏହି କାର୍ଯ୍ୟକ୍ରମ ଦେଖିଛନ୍ତି । ୫୬ପ୍ରତିଶତ ଲୋକ ଏଥିରେ ପ୍ରଭାବିତ ହୋଇଥିବା ସର୍ଭେରୁ ଜଣାପଡିଛି । କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ କଥାକୁ ଉପସ୍ଥାପନ କରିଛନ୍ତି ମୋଦି । ତଳ ପାହାଚର ଲୋକଟି ଉପରକୁ ଆସିବ ଗୁରୁତ୍ୱ ଦେଇଛନ୍ତି । ବିଗତ ୯୯ଟି କାର୍ଯ୍ୟକ୍ରମର ବିଶେଷତ୍ୱ ବଖାଣିଲେ ମନମୋହନ । କାର୍ଯ୍ୟକ୍ରମରେ ମୋଦି କେବଳ ଅଣରାଜନୈତିକ ଚର୍ଚ୍ଚା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login