The Ultimate Managed Hosting Platform
ADVERTISEMENT

କାଲି ପରଠୁ କମିବ ଶୀତ !

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ କାଲି ପରଠାରୁ କମିବ ଶୀତ , ବଢିବ କୁହୁଡି । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ସପ୍ତାହେ ଧରି ଲାଗି ରହିଥିବା ଶୀତର ପ୍ରକୋପ କାଲି ଯାଏଁ ରହିବ । ୨୩ ଓ ୨୪ ତାରିଖ ସକାଳେ ପ୍ରବଳ କୁହୁଡି ନେଇ ସତର୍କତା । ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ କୁହୁଡି ମାତ୍ରାଧିକ ରହିବ । ଘନ କୁହଡି ପାଇଁ ୨୩ରେ ୧୦ ଓ ୨୪ପାଇଁ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login