The Ultimate Managed Hosting Platform
ADVERTISEMENT

କାର ଧକ୍କାରେ ୨ ଛାତ୍ରୀଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ଆନନ୍ଦପୁର : ଦ୍ରୁତଗାମୀ କାର ଧକ୍କାରେ ୨ ଛାତ୍ରୀଙ୍କ ଚାଲିଗଲା ଜୀବନ । ଏନଏଚ ୨୦ ବାରିଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ୨ ଜଣ କନକମଞ୍ଜରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ । ସାଇକେଲରେ ବେଲବାହାଳି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା । ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତାରୋକ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login