ମୁମ୍ବାଇ : କାଠବଜାରରେ ଭୟଙ୍କର ଆଗ୍ନିକାଣ୍ଡ । ମୁମ୍ବାଇର ଗ୍ରାଣ୍ଡରୋଡ ସ୍ଥିତ ଏକ କାଠବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ନିୟନ୍ତ୍ରଣ କରିବାକୁ ୨୦ଟି ଦମକଳ ଗାଡି ନିୟୋଜିତ ହୋଇଛି । ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ପରେ କାଠ ବଜାରର ଏକ ଦୋକାନରେ ନିଆଁ ଲାଗିଥିଲା । ଏହା ତୁରନ୍ତ ଅନ୍ୟ ଏକ ଦୋକାନକୁ ୂବ୍ୟାପି ଭୟଙ୍କର ରୂପ ଧାରଣ କରିଥିଲା । ଏହି ରାସ୍ତା ଦେଉ ଯାତାୟତ ବାଧାପ୍ରାପ୍ତ ହୋଇଛି ।
Views: 85