The Ultimate Managed Hosting Platform
ADVERTISEMENT

କାଠ ଗଣ୍ଡି ଚୋରା ଚାଲାଣ ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ

Facebook
Twitter
LinkedIn

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଗୋଡ଼ଭଙ୍ଗା ଗେଟ ନିକଟରୁ ୫ ଟି ଲଗ ବୋଝେଇ ନମ୍ବର ବିହୀନ ଟାଟା ଏସି ଜବତ। ଆଜି ରବିବାର ପୂର୍ବାହ୍ନ ୮.୧୦ ସମୟରେ କେନ୍ଦୁଝର ଜିଲ୍ଲା ଅଧୀନ ଗୟଳମୁଣ୍ଡାରୁ ଆନନ୍ଦପୁର (ବରପଦା) ଆଡ଼କୁ ଯାଉଥିବା ସମୟରେ ବନବିଭାଗ ଖବର ପାଇ ଥିଲା। ପାଞ୍ଚଟି କାଠଗଣ୍ଡି ୪୨.୭୬ ସିପ୍ଟର ଆନୁମାନିକ ମୂଲ୍ୟ ପଚାଶ ହଜାର ଆକଳନ କରାଯାଉଛି। ଗାଡ଼ିର ଡ୍ରାଇଭର ଫେରାର ହୋଇଥିବା ବେଳେ ହେଲପର ଅରବିନ୍ଦ ଘଡେ଼ଇଙ୍କୁ ବନବିଭାଗ ଗିରଫ କରିଛି। ଗୋଡଭଙ୍ଗା ଫରେଷ୍ଟ ସେକ୍ସନ ର ଫରେଷ୍ଟର ବିଜୟ ମହାନ୍ତ, ଫରେଷ୍ଟ ଗାର୍ଡ ଯୋଗେଶ୍ୱର କୁଲଡି ଓ ସମୀର ମହାନ୍ତଙ୍କ ସହିତ ଟିପିଏଫ ମହେଶ୍ୱର ଦାସ,ନାରଣ ମହାକୁଡ଼ ଓ ପିତାମ୍ବର ମହାନ୍ତ ଚଢ଼ାଉ ରେ ସାମିଲ ଥିବା ଜଣାପଡିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login