The Ultimate Managed Hosting Platform
ADVERTISEMENT

କଲେଜ ଛାତ୍ରଙ୍କ ସନେ୍ଦହଜନକ ମୃତ୍ୟୁ !

Facebook
Twitter
LinkedIn

କେନ୍ଦୁଝର : ଘରୋଇ ଆବାସିକ କଲେଜ ଛାତ୍ରଙ୍କ ସନେ୍ଦହଜନକ ମୃତ୍ୟୁ । ରାତିରେ ରୁମ ବାହାରେ ଶୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଟାଉନ ଥାନା ପୋଲିସର ତଦନ୍ତ ଜାରି । କେଉଁ କାରଣରୁ ମୃତ୍ୟୁ ହେଲା ଜଣାପଡିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login