ଅଯୋଧ୍ୟା : ଅଯୋଧ୍ୟା ଦର୍ଶନ ପାଇଁ ଆସୁଥିବା ତୀର୍ଥଯାତ୍ରୀଙ୍କ ବୋଲେରେ ଗାଡି ସହ ଟ୍ରାକ୍ଟର ଧକ୍କା । ଦୁର୍ଘଟଣାରେ ୩ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ଅନେକ ପାର୍ଟସ ଉଡ଼ି ଯାଇଥିଲା । ମଧ୍ୟପ୍ରଦେଶର ରେୱାରୁ ଏହି ସମସ୍ତ ଶ୍ରଦ୍ଧାଳୁ ଏକ ବୋଲେରୋ ଗାଡିରେ ଅଯୋଧ୍ୟା ରାମଲାଲାଙ୍କ ମନ୍ଦିରକୁ ଆସୁଥିଲେ । ଗୁରୁବାର ଦିନ ସକାଳ ୫ଟାରେ ତାଙ୍କ କାର୍ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ପୁରାକାଲନ୍ଦର ଥାନାର କଲ୍ୟାଣ ଭଦର୍ଶା ଗ୍ରାମ ନିକଟ ପ୍ରୟାଗରାଜ ରାଜପଥରେ ଏକ ବୋଲେରୋ ଏକ ଟ୍ରାକ୍ଟର ଟ୍ରଲି ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛି । ଉଭୟ ଗାଡିକୁ ପୋଲିସ ଜବତ କରିଛି । ଏହା ପୂର୍ବରୁ ଡିସେମ୍ବର ୬ ତାରିଖରେ ୟୁପିର ସୁଲତାନପୁର ଜିଲ୍ଲାରେ ମଧ୍ୟ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା ।
କରିପାରିଲେନି ରାମଲାଲାଙ୍କ ଦର୍ଶନ ; ଦୁର୍ଘଟଣାରେ ୩ ତୀର୍ଥଯାତ୍ରୀଙ୍କ ଚାଲିଗଲା ଜୀବନ, ୧୧ ଆହତ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







