The Ultimate Managed Hosting Platform
ADVERTISEMENT

କମ୍ପ୍ୟୁଟର କ୍ଲାସ ସାରି ଫେରୁଥିବା ବେଳେ ନାଳରେ ଭାସିଗଲେ ଛାତ୍ରୀ

Facebook
Twitter
LinkedIn

ଅନୁଗୁଳ:କମ୍ପ୍ୟୁଟର କ୍ଲାସ ସାରି ଫେରୁଥିବା ବେଳେ ନାଳରେ ଭାସିଗଲେ ଛାତ୍ରୀ । ଅନୁଗୁଳ ବ୍ଲକ ବସଲା ପଞ୍ଚାୟତ ସୁନାଭୂଇଁ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କମ୍ପୁ୍ୟଟର କ୍ଲାସ ସାରି ଘରକୁ ଫେରୁଥିବା ବେଳେ ଘୋଡାଡିଆଁ ନାଳ ଉପରେ ଆସୁଥିବା ବର୍ଷା ପାଣିର ପ୍ରଖର ସ୍ରୋତରେ ଜଣେ ଛାତ୍ରୀ ଭାସି ଯାଇଛନ୍ତି। ଘଟଣାସ୍ଥଳରେ ଅନୁଗୁଳ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ଦୁଇଘଣ୍ଟା ହେଲା ତାଙ୍କର ପତ୍ତା ମିଳିନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login