The Ultimate Managed Hosting Platform
ADVERTISEMENT

କମିଲା କମର୍ସିଆଲ ଗ୍ୟାସ ଦର

Facebook
Twitter
LinkedIn

ନୂଆଦିଲ୍ଲୀ : ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ ଦର । ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ । ୩୦ ଟଙ୍କା ୫୦ ପଇସା କମିଲା କମର୍ସିଆଲ ଗ୍ୟାସ ଦର । ନୂଆ ଦର ଆଜିଠାରୁ ଲାଗୁ ହେବ । ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିବ । ତେବେ ଗୋଟିଏ ବର୍ଷରେ ୨୫୦ ଟଙ୍କା କମିଛି । ତେବେ ଆସନ୍ତୁ ଜାଣିବା କେଉଁଠି କେତେ ଟଙ୍କା ରହିଛି ଘରୋଇ ଗ୍ୟାସ୍ ଦର । ରାଜଧାନୀ ଦିଲ୍ଲୀରେ ୮୦୩ ଟଙ୍କାରେ ଉପଲବ୍ଧ ହୋଇଥାଏ ଗ୍ୟାସ୍ ସିଲିଣ୍ଡର । ଗୋଟିଏ ବର୍ଷରେ ୩୦୦ ଟଙ୍କା ହ୍ରାସ ପାଇଛି । କୋଲକାତାରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୨୯ ଟଙ୍କାରେ ମିଳୁଛି। ବର୍ଷେ ପୂର୍ବେ ଏହି ମୂଲ୍ୟ ୧୧୨୯ ଟଙ୍କା ଥିଲା ଜ୍ଝ ମୁମ୍ବାଇରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୦୨ ଟଙ୍କା ୫୦ ପଇସାରେ ମିଳିଥାଏ । ଏଠାରେ ମଧ୍ୟ ବର୍ଷକ ମଧ୍ୟରେ ୩୦୦ ଟଙ୍କା ଗ୍ୟାସ ସିଲିଣ୍ଡର ଶସ୍ତା ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଚୀନରେ ଭୂକମ୍ପ ଝଟକା

ଚୀନ : ଭାରତର ପଡ଼ୋଶୀ ଦେଶ ଚୀନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ମଙ୍ଗଳବାର ସକାଳ ପ୍ରାୟ ୮.୪୫ମିନିଟ ରେ ଚୀନର ଜିନଜିଆଙ୍ଗ ପ୍ରଦେଶରେ ଏହି...

ADVERTISEMENT
ସରକାରୀ କୋଷରୁ ୨.୩୮ କୋଟି ଚଳୁ ; କିରାଣି ନିଲମ୍ବିତ

ସରକାରୀ କୋଷରୁ ୨.୩୮ କୋଟି ଚଳୁ ; କିରାଣି ନିଲମ୍ବିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ । କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ନିଲମ୍ବନ କଲେ ସିଡିଏମଓ । ୨.୩୮...

ଆସାମ ମ୍ୟୁନସିପାଲଟି ନିର୍ବାଚନରେ ବିଜେପିର ବଡ଼ ବିଜୟ

ବିହାର ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି

ବିହାର : ବିଜେପି କଲା ପ୍ରାର୍ଥୀ ଘୋଷଣା । ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।...

Login