The Ultimate Managed Hosting Platform
ADVERTISEMENT

କମିବ ପେଟ୍ରୋଲ ଓ ଡିଜେଲ ଦର !

Facebook
Twitter
LinkedIn

ନୂଆଦିଲ୍ଲୀ: ନୂଆ ବର୍ଷ ପରେ ମିଳିବ ଖୁସିବ ଖବର । ଖୁବ୍ ଶୀଘ୍ର ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ ଦର । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତୈଳ ଦର ହ୍ରାସ ନେଇ ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି । ଦରହ୍ରାସ ସମ୍ପର୍କରେ ସୂଚନା ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦ ଟଙ୍କା କମିବ ବୋଲି ସୂଚନା ମିଳିଛି । ଆନ୍ତର୍ଜାତିକ ବଜାରରେ ତୈଳଦର ହ୍ରାସ ହୋଇଥିବାରୁ ଭାରତରେ ବି ତୈଳ ଦର କମିବ । ଗତ ମେ ୨୦୨୨ରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୮ ଟଙ୍କା ଓ ଡିଜେଲ ଉପରୁ ୬ଟଙ୍କା କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login