The Ultimate Managed Hosting Platform
ADVERTISEMENT

କପା ଆମଦାନୀ ଉପରେ ଶୁଳ୍କ ଛାଡ

Facebook
Twitter
LinkedIn

ଭୁବନେଶ୍ୱର : କଞ୍ଚା କପା ଆମଦାନୀ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । କପା ଆମଦାନୀ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ ଘୋଷଣା । କୃଷି ଭିତ୍ତି ଭୂମି ଏବଂ ବିକାଶ ସେସ (ଏଆଇଡିସି) ବି ସମ୍ପୁର୍ଣ୍ଣ ଛାଡ । ଆଜିଠୁ ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ ବୈଧ ରହିବ । ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login