ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଅଭିଯୋଗ । ୧୦ଟି ଅଭିଯୋଗ ଆଣିଲା କଂଗ୍ରେସ । ବାହାର ଠିକାଦାରଙ୍କୁ ଟେଣ୍ଡର, ଅର୍ପଣ ରଥ ବୁଲାଇ ଚାଉଳ ମାଗିବା ଅଭିଯୋଗ । ଦୁର୍ନୀତି ବୃଦ୍ଧି, ଚିଟଫଣ୍ଡ କ୍ଷତିଗ୍ରସ୍ତ ପ୍ରତାରିତ, ବିଦ୍ୟୁତ ଦୁର୍ନୀତି ଅଭିଯୋଗ , ଚାକିରି ମିଳୁନି , ଶିକ୍ଷା ବ୍ୟବସ୍ଥା ବିପ ର୍ଯ୍ୟସ୍ଥ, ମହିଳା ନିର୍ଯାତନା ବୃଦ୍ଧି ଅଭିଯୋଗ । ବିଏସକେବ୍ୱାଇ ନାଁରେ ଘରୋଇ ହସ୍ପିଟାଲ ତୁଷ୍ଟୀକରଣ , ଦରଦାମ ବୃଦ୍ଧି ଅଭିଯୋଗ , ଚାଷୀଙ୍କ ଆୟ ବୃଦ୍ଧି ନ ହେବା , ଅଫିସର ବିଜେଡି କର୍ମୀ ସାଜିବା ଅଭିଯୋଗ ଆଣିଛି କଂଗ୍ରେସ । ପ୍ରେସ ମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।
Views: 86