The Ultimate Managed Hosting Platform
ADVERTISEMENT

କଂଗ୍ରେସକୁ ଧୋଇଲେ ମୋଦି

Facebook
Twitter
LinkedIn

ଚଣ୍ଡିଖୋଲ : ଚଣ୍ଡିଖୋଲ ସଭାରେ କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ । ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରୁଥିଲା । ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି କରୁଥିଲା କଂଗ୍ରେସ । ଯେଉଁ ସରକାର ୟୁରିଆ ଦୁର୍ନୀତି କରିବ , ଚାଷୀଙ୍କୁ ଶସ୍ତାରେ କମିତି ଦେବ । ଛାତ୍ର , କୃଷକ ସହାୟତା ମାଗିଲେ ଗ୍ୟାରେଣ୍ଟି ମଗାଯାଉଥିଲା । ୨୦୧୪ ପରେ ଜଣେ ଗରିବ ଦେଶର ଶୀସ୍ତ ଦାୟିତ୍ୱ ନେଲା । ଯିଏ ଗ୍ୟାରେଣ୍ଟି ମାଗିଲା , ତାର ଗ୍ୟାରେଣ୍ଟି ମୋଦି ନେଲା । ଜନଧନ ଖାତା ଖୋଲିଲୁ , ମୋଦି ସମସ୍ତଙ୍କ ଗ୍ୟାରେଣ୍ଟିବନିଲା । ବିନା ଗ୍ୟାରେଣ୍ଟିରେ ରୁଣ ଦେବାକୁ ମୁଦ୍ରା ଯୋଜନା ଆରମ୍ଭ କଲୁ । ଆଜି ବିଶ୍ୱାସ ଜନ୍ମିଛି , ମୋଦି ଗରିବଙ୍କ ସାଥିରେ ଅଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login