ବାରିପଦା : ଘାଟିରେ ଓଲଟିଲା ଧଉଳି ଘଣନାଟ୍ୟ ଟ୍ରକ। ଦୁର୍ଘଟଣାରେ ୩ ଜଣ ମୃତ , ୧୨ ଜଣ ଗୁରୁତର। ଗୁରୁତର ୧୨ ଜଣ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି। ୪୯ ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା। ଟ୍ରକଟି ରାଇରଙ୍ଗପୁର ଜଳେଶ୍ୱର ଅଭିମୁଖେ ଯାଉଥିଲା। ଗାଡିରେ ଲାଇଟ ସରଞ୍ଜାମ ନେଇ କର୍ମଚାରୀମାନେ ଯାଉଥିଲେ।
Views: 93











