The Ultimate Managed Hosting Platform
ADVERTISEMENT

ଓଲଟିଲା ଗାଡି ବୋହିନେଲେ କୁକୁଡା

Facebook
Twitter
LinkedIn

କେନ୍ଦୁଝର : ଓଲଟିଲା ଗାଡି ବୋହିନେଲେ କୁକୁଡା ।ଆଜି ଭୋରରୁ ଏକ କୁକୁଡା ବୋଝେଇ ପିକଅପ ଭ୍ୟାନ ଓଲଟି ପଡିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ଘଟିଛି ଦୁର୍ଘଟଣା । ଅନୁଗୁଳରୁ ଏହି କୁକୁଡା ବୋଝେଇ ପିକଅପ ଭ୍ୟାନଟି ରାଇରଙ୍ଗପୁରକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଚାପି ହୋଇ ଅନେକ କୁକୁଡା ମରିଯାଇଥିବା ବେଳେ ଲୋକେ କୁକୁଡା ବୋହି ନେଇଛନ୍ତି । ତୁରୁମୁଙ୍ଗା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ ଚଳାଇଛି । ଗାଡିର ଡ୍ରାଇଭର ସାମାନ୍ୟ ଆହତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login