ବିହାର : ଜାତୀୟ ପଞ୍ଚାୟତି ରାଜ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ପହଲଗାମ ଆତଙ୍କୀ ହମଲାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ । ଓମ ଶାନ୍ତି କହି ଶ୍ରଦ୍ଧାଞ୍ଜଳି ଜଣାଇ ଅଭିଭାଷଣ ଆରମ୍ଭ କଲେ । ଗ୍ରାମାଞ୍ଚଳର ବିକାଶ ନେଇ ନିଆଯାଇଥିବା ପଦକ୍ଷେପ କଥା କହିଲେ । ବିହାର ପ୍ରଥମ ରାଜ୍ୟ ଯେଉଁଠି ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ସରଂକ୍ଷଣ ।
ପହଲଗାମ ଆତଙ୍କୀ ହମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡା ଚେତାବନୀ । କଳ୍ପନାଠୁ ବଡ ଦଣ୍ଡ ଦିଆଯିବ କହିଲେ ପ୍ରଧାନମନ୍ତ୍ରୀ । ଆତଙ୍କୀ ଓ ଏହା ପଛରେ ଥିବା ଲୋକଙ୍କୁ କଠୋର ଦଣ୍ଡ ଦେବୁ । ସାରା ବିଶ୍ୱକୁ ଜଣାଇବାକୁ ଚାହୁଁଛି ପ୍ରତି ଆତଙ୍କୀଙ୍କୁ ଚିହ୍ନଟ କରି ସଫା କରିବୁ । ଏହା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଛଡାଯିବ ନାହିଁ । ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ମାଟିରେ ମିଶାଇବୁ । ଆତଙ୍କବାଦୀଙ୍କ ଆକ୍ରମଣ ଭାରତୀୟଙ୍କ ଆତ୍ମା ଉପରେ ଆକ୍ରମଣ । ଏଥିପାଇଁ କୋଟି କୋଟି ଭାରତୀୟ ଦୁଃଖରେ ଅଛନ୍ତି । ମୃତକଙ୍କ ପରିବାର ସହ ଦେଶବାସୀ ଛିଡା ହୋଇଛନ୍ତି । ୧୪୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରାଯିବ । ଆତଙ୍କବାଦ ବିରୋଧରେ ଭାରତର ଲଢେଇ ଜାରି ରହିବ । ବିଶ୍ୱର ଯେଉଁ ଦେଶ ଆମ ସହ ଛିଡା ହୋଇଛନ୍ତି, ଧନ୍ୟବାଦ ଜଣାଉଛି । ୨୨ ଏପ୍ରିଲ୍ ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ମୋଦୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ।
ଓମ ଶାନ୍ତିରୁ ମୋଦିଙ୍କ ସମ୍ବୋଧନ; କଳ୍ପନାଠୁ ବି ବଡ ଦଣ୍ଡ ମିଳିବ , ଆତଙ୍କବାଦୀଙ୍କୁ ମାଟିରେ ମିଶେଇଦେବୁ
Facebook
Twitter
LinkedIn
Facebook
Twitter
LinkedIn
Recent News
Casino770 : analyse de son offre et de sa situation en France
Casino770 reste une marque de casino en ligne connue, avec une présence documentée depuis plusieurs années et un catalogue historique...
betriviera comparé selon le support crypto et les services bancaires en euros
Pour choisir une plateforme de casino, le moyen de dépôt compte presque autant que les jeux. Cette analyse de casino...
Betzino propose-t-il des loteries, des lootboxes ou des jeux à gains ?
Vous cherchez à savoir si Betzino propose autre chose que les machines à sous, la roulette et le casino en...
winshark casino: Wagering-Anforderungen verständlich erklärt
Wer den winshark casino Wagering Requirements näher betrachtet, sollte nicht nur auf die beworbene Bonusgröße achten. Entscheidend sind Umsatzfaktor, Höchsteinsatz,...







