ଝାରସୁଗୁଡା : ଓଜିପିସିର ୩ ନମ୍ବର ଆସପାଣ୍ଡରେ ୨୦ ଫୁଟର ଘାଇ । ଲଖନପୁର ବ୍ଲକ କୁମ୍ଭାରବନ୍ଧ ପଞ୍ଚାୟତର ୩ଟି ଗାଁ ପ୍୍ରଭାବିତ । ପାଉଁଶ ପାଣି ମାଡିଯିବାରୁ ଏକର ଏଳର ଫସଲ ନଷ୍ଟ । ଆଜି ସକାଳୁ ୩ନଂ ଆଶ ପଣ୍ଡରେ ୨୦ଫଟରୁ ଉର୍ଦ୍ଧ୍ବ ଘାଇ ହୋଇଥିବା ଦେଖିବାକୁ ମିଳିଛି। ଏହି ଆଶ ପଣ୍ଡର ପାଉଁଶ ପାଣି କୁମାରବନ୍ଧ ଗାଁ ସହିତ ଆଖପାଖ ଅଞ୍ଚଳରେ ପଶି ଯାଇଛି। ଏହାକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି।
Views: 91











