କଟକ : କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ସ୍ଥିତ ମା, ଧାକୁଲେଇଙ୍କ ପୀଠରେ ଆଜି ଓଡିଶା ଫେଡେରେସନ ଅଫ ଓମେନ୍ ଲୟାର୍ସ ପକ୍ଷରୁ, ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ମହିଳା ଆଇନଜୀବୀ ସୁଶ୍ରୀ ଅର୍ଣପୂର୍ଣ୍ଣା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଇନ ସଚେତନତା ଶିବିରରେ ସିଏମସି ୫୮ ନମ୍ବର ୱ।ର୍ଡ଼ର ଶତାଧିକ ମହିଳା ଶିବିରରେ ଅଂଶ ଗ୍ରହଣ କରିଥିଲେ । ଆୟୋଜିତ ସଚେତନତା ଶିବିରରେ ଘରେ ରହୁଥିବା ମହିଳାମାନେ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ ନିର୍ୟ୍ୟାତିତ ହେଉଛନ୍ତି । ଏହାର ମୁକାବିଲା ପାଇଁ ଆଇନର ବିଶେଷ ଦିଗରେ, ଯେଭଳି ଘରୋଇ ହିଂସା, ଯୌତୁକ ନିର୍ୟ୍ୟାତନା ,ପୋସ୍କୋ ଆଇନ , ଫ୍ୟାମିଲକୋର୍ଟ, ଖାଉଟି ଆଇନ, ବରିଷ୍ଠ ନାଗରିକ ମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ବିଷୟରେ , ଯେଭଳି ମହିଳାମାନେ ସଚେତନ ହୋଇ ପାରିବେ ସେନେଇ ବୁଝାଇଥିଲେ । ଏହି ସଚେତନତା ଶିବିରରେ ସଭାପତି ଆଇନଜିବୀ ସଦୟ ଲକ୍ଷ୍ମୀ ପଟ୍ଟନାୟକ, ସଂପାଦିକା ଆଇନଜିବୀ ଇକବାଲ ସାବ୍ୟା, ପାର୍ଲ୍ୟାମେଣ୍ଟାରିଆନ୍ ପ୍ରଭାସିନୀ ନାୟକ, ରୀନା ନାୟକ, ରେହେରା ଖାତୁନ୍ ,ମୀନା ଦାସ, କନକଲତା ଦାସ ,ସି କସ୍ତୁରୀ , ଦେବଯାନୀ,ରେହେନା ଖାତୁନ୍ , କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ,ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ସଂପାଦକ ,ପ୍ରମୋଦ କୁମାର ବେହେରା , ବାଦଲ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଇନ ସଚେତନା ସଂପର୍କରେ ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ । ପାର୍ଥସାରଥୀ ସାହୁ, ସନ୍ତୋଷ ନାୟକ, ଦୀପା ଖୁଣ୍ଟିଆ, ସୁହାନୀ ବେଗମ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଓଡିଶା ଫେଡେରେସନ ଅଫ ଓମେନ୍ ଲୟାର୍ସ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







