The Ultimate Managed Hosting Platform
ADVERTISEMENT

ଓଟିଟି ରେ ଧମାଲ କରିବ ବହୁ ଚର୍ଚ୍ଚିତ ଫିଲ୍ମ ପୁଷ୍ପା

Facebook
Twitter
LinkedIn

ଏବେ ସବୁଠାରେ ବହୁ ଚର୍ଚ୍ଚିତ ଫିଲ୍ମ ପୁଷ୍ପାକୁ ନେଇ କ୍ରେଜ୍ । ଏହି ଫିଲ୍ମ ୩୦୦ କୋଟି ଟଙ୍କା ବ୍ୟବସାୟ କରିବା ପରେ ଏବେ ଓଟିଟିରେ ଧମାଲ କରିବ । ସୁକୁମାରଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ସାଉଥ୍‌ର ସୁପରଷ୍ଟାର ଅଲ୍‌ଲୁ ଅର୍ଜୁନଙ୍କ ବ୍ୟତିତ ରଶ୍ମିକା ମନ୍ଦନା ଲିଡ୍ ରୋଲରେ ଦେଖିବାକୁ ମିଳିଛନ୍ତିି । ଏହା ଯେବେଠାରୁ ରିଲିଜ୍ ହୋଇଛି ସେବେଠାରୁ ତା’ର ଆଂକ୍ସନ, ଷ୍ଟୋରୀ, ଡ୍ୟାନ୍ସ ବଳରେ ତା’ର ଧମାଲ କରିବାରେ ଲାଗିଛି । ଦିନକୁ ଦିନ ରେକର୍ଡ ଭାଙ୍ଗିବା ପରେ ଏବେ ଏହା ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଛି । ବହୁଭାଷୀ ଏହି ଫିଲ୍ମ ହିନ୍ଦୀ ଡବିଂ ରେ ଏହା ରେକର୍ଡ ଭାଙ୍ଗିଛି । ଜାନୁଆରୀ ୭ ରେ ଏହା ଆମାଜନ୍ ପ୍ରାଇମ୍ ଭିଡିଓ ମାଲୟାଲମ ଓ କନ୍ନଡ ଭାଷାରେ ରିଲିଜ ହେବ । ତେବେ ଏହା ହିନ୍ଦୀ ଭାଷାରେ ରିଲିଜ ହେବ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login