ନୂଆଦିଲ୍ଲୀ : ଆଜି ଭାରତ-ପାକିସ୍ତାନ ମଧ୍ୟରେ ମହା ମୁକାବିଲା । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହେବ ସୁପର ସଣ୍ଡେର ସୁପର ମୁକାବିଲା । ଆଜି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ପୁଣି ହେବେ ମୁହାଁମୁହିଁ । ପ୍ରତିଶୋଧ ନେବାକୁ ପଡିଆକୁ ଓହ୍ଲାଇବ ପାକିସ୍ତାନ ଦଳ । ଦବଦବାକୁ କାଏମ ରଖିବାକୁ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଜିର ଟିମ ଇଣ୍ଡିଆର ରଣନୀତି ଉପରେ ନଜର ରହିବ । ଅଭିଷେକ ଶର୍ମା ଓ ଗିଲଙ୍କ ଯୋଡ଼ି ଓପନିଂ କରିପାରନ୍ତି । ପାୱାର ପ୍ଲେରେ ଆକ୍ରମଣାତ୍ମକ ସଟ ଖେଳୁଛନ୍ତି ଅଭିଷେକ । କିନ୍ତୁ ଗ୍ରୁପ ପର୍ୟ୍ୟାୟରେ ଗିଲଙ୍କ ତରଫରୁ ଭଲ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ । ମିଡିଲ ଅର୍ଡରରେ ସୂର୍ୟ୍ୟ କୁମାର ଯାଦବ ଏବଂ ଶିବମ ଦୁବେ ଭଲ ସଟ୍ ଖେଳୁଛନ୍ତି । ଷ୍ଟାର ଅଲରାଣ୍ଡର ଅକ୍ଷର ପଟେଲଙ୍କ ଆହତ ସମସ୍ୟା ଯୋଗୁଁ ତାଙ୍କ ଫିଟନେସ୍ ଉପରେ ପ୍ରଶ୍ନ ରହିଛି। ସ୍ପିନ ଭାର ସମ୍ଭାଳିପାରନ୍ତି କୁଲଦୀପ ଯାଦବ । ଭାରତ-ପାକିସ୍ତାନ ଟି-ଟ୍ବେଣ୍ଟି ଇତିହାସ ଦେଖିଲେ ଭାରତର ପଲ୍ଲା ଭାରୀ ରହିଛି । ଭାରତ-ପାକିସ୍ତାନ ମୋଟ ୧୪ ଟି-୨୦ ମ୍ୟାଚ୍ ହୋଇଛି । ଭାରତ ଜିତିଛି ୧୧ ଥର ଏବଂ ପାକିସ୍ତାନ ଜିତିଛି ୩ ଥର । ଦୁବାଇ ଗ୍ରାଉଣ୍ଡରେ ଉଭୟ ଟିମ ୪ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୨ଥର ଏବଂ ପାକିସ୍ତାନ ୨ ଥର ଜିତିଛି । ଶେଷ ୫ ମ୍ୟାଚରୁ ଟିମ ଇଣ୍ଡିଆ ୪ଟି ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ ଖାତାକୁ ଯାଇଛି ଗୋଟିଏ ବିଜୟ । ଅନ୍ୟପଟେ ଆଜିର ମ୍ୟାଚରେ ଦୁଇ ଦଳ ପରସ୍ପରକୁ ହ୍ୟାଣ୍ଡସେକ୍ କରିବେ କି କି ନାହିଁ, ତାକୁ ନେଇ ଚର୍ଚ୍ଚା ।
ଏସିଆ କପ ; ଆଜି ଭାରତ-ପାକିସ୍ତାନ ମୁକାବିଲା
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







