The Ultimate Managed Hosting Platform
ADVERTISEMENT

ଏମଭିଆଇଙ୍କ ୨୭ ପ୍ଲଟ

Facebook
Twitter
LinkedIn

ନୟାଗଡ : ଏମଭିଆଇ ପଞ୍ଚାନନ ବେହେରାଙ୍କ ୨୭ଟି ପ୍ଲଟ ଠାବ । ଏକକାଳୀନ ୭ଟି ସ୍ଥାନରେ ରେଡ ପରେ ଠାବ କଲା ଭିଜିଲାନ୍ସ । ଭୁବନେଶ୍ୱରରେ ୧୦ ବେନାମୀ ପ୍ଲଟ ସମେତ ୨୭ଟି ପ୍ଲଟ ଠାବ । ୪ଟି ବେନାମୀ ୪ ଚକିଆ ଗାଡି ସହ ଅନ୍ୟ ସମ୍ପତ୍ତି ମଧ୍ୟ ଠାବ । ପଥରଗାଡିଆ ମୌଜାରେ ୧୨ଟି ପ୍ଲଟ ଓ ଦାରୁଠେଙ୍ଗରେ ୨ଟି, ସାମପୁର, ପାଣ୍ଡରା, ରଘୁନାଥପୁର ମୌଜାରେ ଗୋଟିଏ ଲେଖାଏ ପ୍ଲଟ ଠାବ ହୋଇଛି । ସେହିପରି ୧୦ଟି ବେନାମୀ ପ୍ଲଟ ମଧ୍ୟରେ ପଥରଗାଡିଆରେ ୬ଟି, ରଣସିଂହପୁରରେ ୩ଟି ଓ ଦୁତିଆଳରେ ଗୋଟିଏ ପ୍ଲଟ ରହିଛି । ଏହି ସବୁ ସମ୍ପତ୍ତିର ମୂଲ୍ୟ ଆକଳନ ଚାଲିଛି । ଠାବ ହୋଇଥିବା ପ୍ଲଟକୁ ବାଦଦେଲେ ବ୍ୟାଙ୍କ ପୋଷ୍ଟାଲ, ବୀମା ସହ ଅନ୍ୟାନ୍ୟ ଜମା ଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login