The Ultimate Managed Hosting Platform
ADVERTISEMENT

ଏମକେସିଜି ରାଗିଂ: ୪ ଜଣଙ୍କୁ କ୍ୟାମ୍ପସ ମନା

Facebook
Twitter
LinkedIn

ବ୍ରହ୍ମପୁର : ଏମକେସିଜି ରାଗିଂ ଘଟଣାରେ ୪ ଡାକ୍ତରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୪ ଡାକ୍ତରୀ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା ନେଇ ଡିନ ଇନଚାର୍ଜଙ୍କ ସୂଚନା । ମାଡ ମାରିଥିବା ୨ ଛାତ୍ରଙ୍କୁ ୨ ମିାସ ପାଇଁ କଲେଜ କ୍ୟାମ୍ପସ ମନା । ଲିଫ୍ଟ ଦେଇଥିବା ୨ ଛାତ୍ରଙ୍କୁ ସପ୍ତାହେ ପାଇଁ କଲେଜ କ୍ୟାମ୍ପସକୁ ବାରଣ । ଗତ ୧୨ରେ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login