ଭୁବନେଶ୍ୱର : ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ପ୍ରସଙ୍ଗ । ସରକାରଙ୍କ ନିଷ୍ପତ୍ତିକୁ ବିଜେଡିର ସମାଲୋଚନା । ସରକାରଙ୍କ ନିଷ୍ପତ୍ତି ହୀନମାନ୍ୟତାର ପରିଚୟ । ବିଜୁବାବୁ ଥିଲେ ଓଡିଆ ଅସ୍ମିତାର ପ୍ରତୀକ । କ୍ୟାଲେଣ୍ଡର ଓ ଡାଏରୀରେ ଛୁଟି ଘୋଷଣା କରିଥିଲେ । କଣ ହେଲା ଯେ ପଞ୍ଚାୟତରାଜ ଦିବସ ଛୁଟି ବାତିଲ କଲେ । ଓଡିଶା ବାସୀ ଏହାର ବିଚାର କରିବେ । ନୂଆ ସରକାରଙ୍କୁ କ୍ଷମା ଦେବେନି ଓଡିଶାବାସୀ । ସମ୍ମାନ ଦେବାରେ ଏତେ କାର୍ପଣ୍ୟ କଣ ପାଇଁ । ଏଭଳି ନିଷ୍ପତ୍ତିକୁ ବିଜେଡି ନିନ୍ଦା କରୁଛି । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ।
Views: 34