The Ultimate Managed Hosting Platform
ADVERTISEMENT

ଏନଏଚରେ ୮ ଟିକିଆ ହାତୀପଲ

Facebook
Twitter
LinkedIn

ବଣାଇ : ଏନଏଚରେ ୮ ଟିକିଆ ହାତୀପଲ ଦେଖି ଅଟକିଲା ଗାଡି । ବାଙ୍କୀ ରେଞ୍ଜ ବୀରତୋଳା ନିକଟ ରାସ୍ତାରେ ହାତୀପଲ । ହାତୀପଲକୁ ଦେଖି ରାସ୍ତାରେ ଅଟକିଲା ଶତାଧିକ ଗାଡି । ହାତୀପଲକୁ ଧାନଘର ଜଙ୍ଗଲକୁ ଘଉଡାଇଲା ବନ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login