ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ । ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ମୁଖ୍ୟମନ୍ତ୍ରୀ । ଗତ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ । ସେ କହିଛନ୍ତି, ଛାତ୍ର ଶକ୍ତିକୁ ପୂର୍ବ ସରକାର ଭୟ କରି ଏଭଳି ବନ୍ଦ କରିଥିଲେ । ଆସନ୍ତା ଶିକ୍ଷାବର୍ଷରେ ଛାତ୍ର ନିର୍ବାଚନ ନେଇ ସରକାର ବିଚାର କରୁଛନ୍ତି । ଛାତ୍ର ସଂସଦ ନିର୍ବାଚନ ବହୁ ଆଗରୁ ଚାଲି ଆସିଛି । କିନ୍ତୁ ପୂର୍ବ ସରକାର ଏହାକୁ କାହିଁକି ବନ୍ଦ କରିଥିଲେ, ସେନେଇ ଆଜି ଯାଏ ସ୍ପଷ୍ଟୀକରଣ ରଖିଲେନି ।
Views: 52