The Ultimate Managed Hosting Platform
ADVERTISEMENT

ଉତ୍କର୍ଷ ଓଡିଶା କନକ୍ଲେଭରେ ମୋଦିଙ୍କ ସମ୍ବୋଧନ, କହିଲେ ଓଡିଶାରେ ବ୍ୟାପକ ସମ୍ଭାବନା ରହିଛି

Facebook
Twitter
LinkedIn

ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି । ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍କର୍ଷ ଓଡ଼ିଶା କନ୍ କ୍ଲେଭ ଓଡ଼ିଶାର ସବୁଠାରୁ ବଡ଼ ବ୍ୟାବସାୟୀକ ସମ୍ମିଳନୀ । ଏହି ସମୟ ଓଡ଼ିଶାରେ ନିବେଶ ପାଇଁ ପ୍ରକୃଷ୍ଠ ସମୟ ବୋଲି ମୋଦି କହିଛନ୍ତି । ଓଡ଼ିଶା ବହୁତ ଶୀଘ୍ର ବହୁତ ଉଚ୍ଚତାରେ ପହଞ୍ଚିବ । ନୂଆ ଭାରତ ଗଠନରେ ଓଡ଼ିଶାର ପ୍ରମୂଖ ଭୂମିକା ରହିବ । ଏଠାରେ ସୁଯୋଗର ଭଣ୍ଡାର ରହିଛି ବୋଲି କହିଛନ୍ତି ମୋଦି । ଏଠିକାର ଲୋକମାନଙ୍କ କାର୍ୟ୍ୟଦକ୍ଷତା ବହୁତ ରହିଛି । ଖୁବଶୀଘ୍ର ବିକାଶର ଉତ୍କର୍ଷତା ପାର କରିବ ଓଡ଼ିଶା ।ଉତ୍କର୍ଷ ଓଡ଼ିଶା କନକ୍ଲେଭ ଓ ମୋଦିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୬୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୪୦୦ ରୁ ଅଧିକ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ବରେ ରହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login