The Ultimate Managed Hosting Platform
ADVERTISEMENT

ଉତ୍କଳ ବିଶ୍ୱବିଦ୍ୟାଳୟ ‘ଡିଡିସିଇ’ର କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

Facebook
Twitter
LinkedIn

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ‘ଡିଡିସିଇ’ର ଜଣେ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ପକ୍ଷରୁ ଏକକାଳିନ ୫ଟି ସ୍ତାନରେ ରେଡ୍ ଚାଲିଥିବା ଜଣା ପଡିଛି । ‘ଡିଡିସିଇ’ର ଏହି କର୍ମଚାରୀଙ୍କ ନାମ ଅଶୋକ ମିଶ୍ର । ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍‌ଙ୍କ ପକ୍ଷରୁ ମିଳିଥିବା ଅନୁମତି କ୍ରମେ ଅଶୋକଙ୍କ ଅଫିସ୍ ଓ ସରକାରୀ ବାସଭବନରେ ରେଡ୍ ଚାଲିଥିବା ଜଣା ପଡ଼ଛି ।

ତେବେ ଅଶୋକଙ୍କ ପୈତୃକ ଘର ଦୁର୍ଗାପୁର ରାମେଶ୍ୱର ସମେତ ଭୁବନେଶ୍ୱର ସ୍ଥିତ ପାଣ୍ଡରା ଓ ପଟିଆ ପ୍ରଶାନ୍ତି ବିହାରରେ ଥିବା ଘରେ ଚଢ଼ାଇ ଚାଲିଥିବା ବେଳେ, କଳିଙ୍ଗ ବିହାରରେ ମଧ୍ୟ ତାଙ୍କର ଘର ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଯାହାକି ୨୦୧୭-୧୮ ରେ ନିର୍ମାଣ ହୋଇ ଭଡ଼ା ଲାଗିଛି । ସେପଟେ ଛଢ଼ାଉ ବେଳେ ୩ ଲକ୍ଷ ୫୫ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି । ଅଶୋକଙ୍କର ଆୟ ବହିର୍ଭୁତ ସମ୍ପତି ଆଉ କେତେ ଓ କେଉଁଠି ରହିଛି ସେ ନେଇ ଅଧିକ ତଲାସି ଚାଲିଥିବା ଜଣା ପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login