The Ultimate Managed Hosting Platform
ADVERTISEMENT

ଇସ୍ରୋର ସଫଳତା , ଏସଏସଏଲଭି-ଡି୩ର ସଫଳ ଉତକ୍ଷେପଣ । ବିପର୍ଯ୍ୟୟ ପୂର୍ବରୁ ମିଳିବ ଚେତାବନୀ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଏକ ଇତିହାସ ରଚିଲା ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ । ଇସ୍ରୋ ୧୬ ଅଗଷ୍ଟ ସକାଳ ୯.୧୭ ମିନିଟରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ SSLV-D3 ରକେଟ ଉତକ୍ଷେପଣ କରିଛି। ଯାହାକି କୌଣସି ବିପର୍ୟ୍ୟୟ ଘଟିବା ପୂର୍ବରୁ ସତର୍କ ସୂଚନା ଦେବ । ଆହୁରି ମଧ୍ୟ, ଏକ ନୂତନ ପୃଥିବୀ ପର୍ୟ୍ୟବେକ୍ଷଣ ସାଟେଲାଇଟ୍ EOS-08 ମିଶନ୍ ଭାବରେ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହ ବିପର୍ୟ୍ୟୟ ବିଷୟରେ ସତର୍କ ସୂଚନା ଦେବ । ଏହା ଏସଏସଏଲଭ ର ଶେଷ ପ୍ରଦର୍ଶନ ବିମାନ ହେବ । ୨୦୨୪ ମସିହାରେ, ବେଙ୍ଗାଲୁରୁର ମୁଖ୍ୟାଳୟ ସ୍ପେସ୍ ଏଜେନ୍ସି ଜାନୁଆରୀ ୧ ରେ PSLV-C58 / XPoSatମିଶନ୍ ଏବଂ ଫେବୃଆରୀ ୧୭ରେ GSLV-F14 / INSAT-3DS ମିଶନକୁ ସଫଳତାର ସହ ପରୀକ୍ଷା କରିଥିଲା ଜ୍ଝ ଇସ୍ରୋ ବର୍ତ୍ତମାନ ଏହି ଉପଗ୍ରହ ଉତକ୍ଷେପଣ କରିଛି ଯାହା ବିପର୍ୟ୍ୟୟ ଆଲର୍ଟ ଦେଇଥାଏ । ଏଥି ସହିତ, ଏହି ଉପଗ୍ରହ ପ୍ରଣାଳୀରେ ସମୁଦ୍ର ପୃଷ୍ଠର ବାୟୁ, ମୃତ୍ତିକାର ଆର୍ଦ୍ରତା ଏବଂ ବନ୍ୟା ପରିସ୍ଥିତି ଚିହ୍ନଟ କରିବା ପାଇଁ ରିମୋଟ ସେନ୍ସିଙ୍ଗର କ୍ଷମତା ଅଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login