ନୂଆଦିଲ୍ଲୀ : ଇସ୍ରାଏଲର ଜୋରଦାର ଗ୍ରାଉଣ୍ଡ ଅପରେସନକୁ କଡା ବିରୋଧ । ଇସ୍ରାଏଲକୁ କଡା ବିରୋଧ କଲେ ୩ ଲାଟିନ୍ ଆମେରିକୀୟ ଦେଶ । ଇସ୍ରାଏଲ ସହ କୂଟନୈତିକ ସମ୍ପର୍କ ଛିନ୍ନ କଲା ବଲିଭିଆ । ଇସ୍ରାଏଲ ସୈନ୍ୟଙ୍କ କାର୍ଯ୍ୟାନୁଷ୍ଠାନକୁ ବର୍ବର କହି ବଲିଭିଆର ସମାଲୋଚନା । ଇସ୍ରାଏଲରୁ ନିଜ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କଲେ କଲମ୍ବିଆ ଓ ଚିଲି । ଅସ୍ତ୍ରବିରତି ଦାବି କରି କଲମ୍ବିଆ ଓ ଚିଲିର କଡା ପଦକ୍ଷେପ ।
Views: 77